We Provide All Type Computer Courses

  • Home
  • Computer Course(PGDCA, DTP, GST Tally, Webdesign)

Recomended Computer Courses For You

Adv-PGDCA

PGDCA Course is very very improtant for prefessional career, Our Adv-PGDCA Course Design to make you perfect in your prefessional career.



Learn More...

DTP/Tally

DTP course is special required for Desktop publishing & Designing. Tally is special required for Accounting, we provide Tally Erp 9.0 .



Learn More...

Web Design

Every 3 Min A New Website Lunch in India so huge job Vacancy in Web Design, Web Devlopment. We provide both short Term/ Long tearm Course.



Learn More...

Easy For Learn Computer Course

ଓଡିଶା ରେ ପ୍ରଥମ ଥର ପାଇଁ ଘରେ ବସି ଅନଲାଇନ Computer ଶିକ୍ଷା ନିଅନ୍ତୁ , ସଂପୂର୍ଣ୍ଣ ଓଡିଆ ଭାଷାରେ ଏବଂ HD ଭିଡିଓ କ୍ଲାସ ଦ୍ଵାରା, ଏହା ସମୟ ନଥିବା ବା JOB କରିଥିବା ବ୍ୟକ୍ତି ମାନେ ବ୍ୟବହାର କରି ଘରେ ବସି Computer ଶିକ୍ଷା ନେବା ସହ Certificate ମଧ୍ୟ ପାଇ ପାରିବେ। ଏହା ବ୍ଯତୀତ Center ରେ ଆସି ପଢୁଥିବା ପିଲାମାନେ ତାଙ୍କର backup class ଏବଂ revise କ୍ଲାସ ଅତି ସହଜରେ ପାଇପାରିବେ। ଆଜିହିଁ ଏ ସୁଯୋଗର ସଦୁପଯୋଗ ପାଇଁ ଯୋଗାଯୋଗ କରନ୍ତୁ । PGDCA Course / DCA Course & Tally Course ବିଷୟରେ ଅଧିକ ଜାଣିବା ପାଇଁ ତଳେ click କରନ୍ତୁ ।

  • Video Class in odia language
  • Colourful study books
  • Daily practical classes

First Time Home Base Education In ODISHA

Join Now In any Computer Course Of QuickLife And Get A Brand New Computer With 1 Year Waranty Free Of Cost. ଏହା job holder, HouseWife ଏବଂ 2-3 ଜଣ ପିଲା ପାଠ ପଢୁଥିବା ପରିବାର ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହା ଦ୍ଵାରା ପରିବାରର ସବୁ ପିଲା ପାଇଁ ବାରମ୍ବାର 7000-9000 ଖର୍ଚ କରିବାକୁ ପଡିବ ନାହିଁ । ମାତ୍ର 9599/- ଟଙ୍କା ଖର୍ଚ କରି ଏକ computer ମାଗଣା ପାଇବା ସହ ପରିବାର ର ସମସ୍ତ ପିଲା ପାଠ ପଢିପାରିବେ । ଆଗୁଆ ପଇସା ଦବା ଦରକାର ନାହିଁ ଜିନିଷ ନେବା ସମୟରେ ଜିନିଷ ଚେକ କରିସାରି ପଇସା ଦେବେ । ଏ ସୁବିଧା ଅଳ୍ପଦିନ ପାଇଁ ଏହା ଭାରତ ସରକାରଙ୍କର Digital India ପ୍ରୋଗାରମ ର ଏକ ଅଂସ ବିଶେଷ ଏ ସୁଯୋଗ ପାଇବା ପାଇଁ ଯୋଗାଯୋଗ କରନ୍ତୁ

  • Learn at your home in your own time
  • Save travel time & money
  • More practice, more result

Certificate Programe

ବର୍ତ୍ତମାନ ସମୟରେ ବହୁତ ନକଲି ଶିକ୍ଷା ଅନୁଷ୍ଠାନ ବିନା Registration ରେ ଏବଂ ବିନା କୌଣସି exam ଦ୍ଵାରା certificate ଦେଉଛନ୍ତି , ଯାହାକି ଆପଣଙ୍କ ଭବିଷ୍ୟତକୁ ନଷ୍ଟ କରିଦେବ । କିନ୍ତୁ QuickLife ର certificate Programe ଦ୍ଵାରା ଆପଣ ଘରେ ବସି Online Exam ଦେଇ ମାତ୍ର ସାତ ଦିନରେ Certificate ପାଇପାରିବେ ଯାହାକି ଓଡିଶା ସରକାରଙ୍କ ଦ୍ଵାରା ସୀକୃତି ପ୍ରାପ୍ତ ଏବଂ online ରେ verify ମଧ୍ୟ ହୋଇପାରିବ । ଏବଂ ଆପଣଙ୍କର exam record ଆମ server ରେ life time save ହୋଇ ରହିବ ଯାହାକି ଆପଣଙ୍କ ଭବିଷ୍ୟତକୁ ସୁରକ୍ଷା ଦେବ ।

  • Quick & easy process
  • Govt. approval certificate
  • Certificate can verify online

Ready to get Started?

Start Learning